
ଆଜିର ଦିନ ଆମ ସମସ୍ତଙ୍କ ପାଇଁ, ବିଶେଷକରି ଓଡ଼ିଶାର ଆମର ଭାଇ-ଭଉଣୀ ଏବଂ ଭଗବାନ ଜଗନ୍ନାଥଙ୍କର ଭକ୍ତ ମାନଙ୍କ ପାଇଁ ଏକ ଶୁଭ ଦିନ l ରଥଯାତ୍ରାକୁ ସୁପ୍ରିମ କୋର୍ଟର ସମ୍ମତି ମିଳିବା ପରେ ସମଗ୍ର ଦେଶରେ ଉତ୍ସାହ ଏବଂ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି l ଜୟ ଜଗନ୍ନାଥ !
ମାମଲାର ଗମ୍ଭୀରତା ଏବଂ ଗୁରୁତ୍ୱକୁ ଦୃଷ୍ଟିରେ ରଖି ମାମଲାକୁ ସୁପ୍ରିମ କୋର୍ଟର ଭେକେସନ୍ ବେଞ୍ଚ ଆଗରେ ରଖାଗଲା l ଅପରାହ୍ନରେ ଏହାର ଶୁଣାଣି ହେଲା ଏବଂ ଏହି ସୁଖଦ ନିଷ୍ପତ୍ତି ଆମ ସମସ୍ତଙ୍କ ସାମ୍ନାକୁ ଆସିଲା l ଓଡ଼ିଶାର ଲୋକମାନଙ୍କୁ ବହୁତ ବହୁତ ଅଭିନନ୍ଦନ l ଜୟ ଜଗନ୍ନାଥ !
ମୋ ସହିତ ସମଗ୍ର ଦେଶର କୋଟି କୋଟି ଶ୍ରଦ୍ଧାଳୁଙ୍କ ପାଇଁ ଏହା ଆନନ୍ଦର କଥା ଯେ, ପ୍ରଧାନମନ୍ତ୍ରୀ Narendra Modi କେବଳ ଶ୍ରଦ୍ଧାଳୁଙ୍କର ଭାବନାକୁ ବୁଝିଲେ ନାହିଁ, ବରଂ ଏହି ମାମଲାର ଯେପରି ସକାରାତ୍ମକ ସମାଧାନ ବାହାରିବ, ଏଥିପାଇଁ ତୁରନ୍ତ ପ୍ରୟାସ ଆରମ୍ଭ କଲେ, ଯାହାଫଳରେ ଆମର ଏହି ମହାନ ପରମ୍ପରା ବଜାୟ ରହିଲା l
ଗତକାଲି ସନ୍ଧ୍ୟାରେ ମୁଁ ପ୍ରଧାନମନ୍ତ୍ରୀଜୀଙ୍କର ପରାମର୍ଶ କ୍ରମେ ଗଜପତି ମହାରାଜଜୀ ଏବଂ ପୁରୀର ଶଙ୍କରାଚାର୍ଯ୍ୟଜୀଙ୍କ ସହ କଥା ହେଲି ଏବଂ ଯାତ୍ରାକୁ ନେଇ ତାଙ୍କର ମତାମତକୁ ଜାଣି ପ୍ରଧାନମନ୍ତ୍ରୀଜୀଙ୍କୁ ଅବଗତ କରିଥିଲି l ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଲିସିଟର ଜେନେରାଲଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲି l
ଆଜିର ଦିନ ଆମ ସମସ୍ତଙ୍କ ପାଇଁ, ବିଶେଷକରି ଓଡ଼ିଶାର ଆମର ଭାଇ-ଭଉଣୀ ଏବଂ ଭଗବାନ ଜଗନ୍ନାଥଙ୍କର ଭକ୍ତ ମାନଙ୍କ ପାଇଁ ଏକ ଶୁଭ ଦିନ l ରଥଯାତ୍ରାକୁ ସୁପ୍ରିମ କୋର୍ଟର ସମ୍ମତି ମିଳିବା ପରେ ସମଗ୍ର ଦେଶରେ ଉତ୍ସାହ ଏବଂ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି l ଜୟ ଜଗନ୍ନାଥ ! ମାମଲାର ଗମ୍ଭୀରତା ଏବଂ ଗୁରୁତ୍ୱକୁ ଦୃଷ୍ଟିରେ ରଖି ମାମଲାକୁ ସୁପ୍ରିମ କୋର୍ଟର ଭେକେସନ୍ ବେଞ୍ଚ ଆଗରେ ରଖାଗଲା l ଅପରାହ୍ନରେ ଏହାର ଶୁଣାଣି ହେଲା ଏବଂ ଏହି ସୁଖଦ ନିଷ୍ପତ୍ତି ଆମ ସମସ୍ତଙ୍କ ସାମ୍ନାକୁ ଆସିଲା l ଓଡ଼ିଶାର ଲୋକମାନଙ୍କୁ ବହୁତ ବହୁତ ଅଭିନନ୍ଦନ l ଜୟ ଜଗନ୍ନାଥ ! ମୋ ସହିତ ସମଗ୍ର ଦେଶର କୋଟି କୋଟି ଶ୍ରଦ୍ଧାଳୁଙ୍କ ପାଇଁ ଏହା ଆନନ୍ଦର କଥା ଯେ, ପ୍ରଧାନମନ୍ତ୍ରୀ Narendra Modi କେବଳ ଶ୍ରଦ୍ଧାଳୁଙ୍କର ଭାବନାକୁ ବୁଝିଲେ ନାହିଁ, ବରଂ ଏହି ମାମଲାର ଯେପରି ସକାରାତ୍ମକ ସମାଧାନ ବାହାରିବ, ଏଥିପାଇଁ ତୁରନ୍ତ ପ୍ରୟାସ ଆରମ୍ଭ କଲେ, ଯାହାଫଳରେ ଆମର ଏହି ମହାନ ପରମ୍ପରା ବଜାୟ ରହିଲା l ଗତକାଲି ସନ୍ଧ୍ୟାରେ ମୁଁ ପ୍ରଧାନମନ୍ତ୍ରୀଜୀଙ୍କର ପରାମର୍ଶ କ୍ରମେ ଗଜପତି ମହାରାଜଜୀ ଏବଂ ପୁରୀର ଶଙ୍କରାଚାର୍ଯ୍ୟଜୀଙ୍କ ସହ କଥା ହେଲି ଏବଂ ଯାତ୍ରାକୁ ନେଇ ତାଙ୍କର ମତାମତକୁ ଜାଣି ପ୍ରଧାନମନ୍ତ୍ରୀଜୀଙ୍କୁ ଅବଗତ କରିଥିଲି l ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଲିସିଟର ଜେନେରାଲଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲି l